ଅର୍ଥ ହେଉଛି ବାଧକ ୮ ବର୍ଷ ଝିଅର ନାହିଁ ମଳ ଦ୍ବାର


କଳାହାଣ୍ଡି:(Star Odisha)କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ରୁପ୍ରା ଗ୍ରାମ ଚଞ୍ଚରାପଡା ର ପୂର୍ଣ୍ଣଚନ୍ଦ୍ର ମାଝୀ ଙ୍କ ଙ୍କ ବୟସ ୮ ବର୍ଷ।ଜନ୍ମରୁ ଝିଅର ମଳଦ୍ବାର ନଥିବା ପରିବାର ଲୋକେ କହିଛନ୍ତି।ତେବେ ଡାକ୍ତରଖାନା କୁ ନେଇଥିଲେ ଚିକିତ୍ସା ପାଇଁ। ଡାକ୍ତର ଶିଶୁର ବାମପଟ ରେ ଅସ୍ତ୍ରୋପଚାର କରି ମଳ ବାହାରିବା ପାଇଁ କରିଥିଲେ ବ୍ଯବସ୍ଥ। ଶିଶୁଟି ସୌଚ କରିବା ସମୟରେ ଭିଷଣ କଷ୍ଟ ଅନୁଭବ କରୁଛି ଏବଂ ରକ୍ତ ସ୍ରାବ ହେଉଛି ବୋଲି କହୁଛନ୍ତି ମା -ପୁଷ୍ପା ମାଝୀ।ପରିବାର ର ପ୍ରତିପୋଷଣ ପାଇଁ ନା ଅଛି କୌଣଷି  ସହାୟତା।ତେବେ ଶିଶୁ ର ଚିକିତ୍ସା ମଧ୍ଯ ହୋଇ ପାରିନି।ବ୍ଲକ୍ ପ୍ରଶାସନ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପଯ୍ଯନ୍ତ ହେଇ ସାରିଲେଣି ଦ୍ବାରସ୍ତ ।ଶେଷ ରେ ନିରାଶ ହୋଇ ଦାଦନ ଖଟିବାକୁ ବାଧ୍ଯ ହେଲେ ପୂର୍ଣ୍ଣ ମାଝୀ।ଘରଟି ମାଟି କୁଡିଆ ରହିଥିବା ବେଲେ ଝୀଅଟି ଭିନ୍ନକ୍ଷମ।ଏ ପର୍ଯ୍ଯନ୍ତ ମିଲି ନାହିଁ ଝୀଅକୁ କୌଣଷି ସହାୟତା ।ନା ପଡୁଛି ପ୍ରଶାସନ କି ରାଜନେତା ଙ୍କ ଦୃଷ୍ଟି।ଏଥିପ୍ରତି ସରକାର କିମ୍ବା ରାଜନେତାଙ୍କ ଦୃଷ୍ଟି ଗୋଚର ହେଉ ବୋଲି କହିଛନ୍ତି ପରିବାର ଲୋକେ ।
ରିପୋର୍ଟ-ସୁରେଶ ଚନ୍ଦ୍ର ସାହୁ

0/Post a Comment/Comments