ନବ ବଧୂର ମୃତ ଦେହ ଉଦ୍ଧାର ,ଯୌତୁକ ପାଇଁ ହତ୍ଯା ଅଭିଯୋଗ


କଳାହାଣ୍ଡି:(Star Odisha)କଲାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ କରଲସୋଡା ଗାଁରେ ନବ ବଧୁର ଝୁଲନ୍ତା ଶବ କୁ ଉଦ୍ଧାର କଲା ସଦର ପୋଲିସ।ବିବାହ ର ୩ ମାସ ନ ପୁରୁଣୁ ନବ ବିବାହିତା ଦିପିକା ର ମୃତ୍ଯୁ କୁ ନେଇ ସନ୍ଦେହ ରେ ରହିଲେ ପରିବାର ଲୋକେ । ଏନେଇ ଝିଅର ବାପଘର ପକ୍ଷରୁ ଯୌତୁକ ପାଇଁ ହତ୍ଯା କରା ଯାଇଥିବା ହୋଇଛି ଅଭିଯୋଗ।ବିବାହ ପର ଠାରୁ ଦିଆ ଜାଉଥିଲା ଅଧିକ ମାନସିକ ନିର୍ଯ୍ଯାତନା ବୋଲି କହିଛନ୍ତି ନବବଧୁ ର ବାପା l ଗତ କାଲି ହତ୍ଯା କରି ଆତ୍ମହତ୍ଯା ର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।ଏ ନେଇ ଭବାନିପାଟଣା ସଦର ଥାନା ରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଏକ ଅପମୃତ୍ଯୁ ମାମଲା ରୁଜୁ କରି ମାଜିଷ୍ଟ୍ରେଷ୍ଟ୍ ଙ୍କ ଉପସ୍ଥିତିରେ ଚଲାଇ ଛନ୍ତି ତଦନ୍ତ।
ରିପୋର୍ଟ- ସୁରେଶ ସାହୁୁ

0/Post a Comment/Comments