+୨ କଳାରେ ୮ମ ସ୍ଥାନ ରେ ଟପର ହୋଈଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ବେଗୁନିଆପଡା:(Star Odisha)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୀର ଜଗନ୍ନାଥପୁର ଶାସନର କୃତି ଛାତ୍ରୀ ତଥା ସାରା ରାଜ୍ୟରେ ୮ମ ସ୍ଥାନରେ ଟପ ହୋଇଛନ୍ତି ଚିନ୍ମୟୀ।ଏବଂ ସେ ସେହି ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି । ତାଙ୍କ ପାଖକୁ ନାନାଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ଇତି ମଧ୍ୟରେ ଶୁଭେଛା ର ବାର୍ତା ଜଣାଇଛନ୍ତି ସମାଜସେବୀ ତଥା ସାମ୍ବାଦିକ ମୁନା ନାୟକ ଓ ମା ବାହୁତୀ ମହା କିନର ସଂଘର ସଭାନେତ୍ରୀ ରାଜଶ୍ରୀ କିନ୍ନର ଏବଂ ସାଥୀମାନେ ,ରାଷ୍ଟ୍ରୀୟ ମାନବ ସୁରକ୍ଷା ସଂଗଠନ ର ଗଞାମ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ

Post a Comment