ସେମିଫାଇନାଲରେ ପହଞ୍ଚିଲା ଭାରତ

 ବିଶ୍ୱକପ କ୍ରିକେଟର ୪୧ତମ ମ୍ୟାଚରେ ମଙ୍ଗଳବାର ପରସ୍ପରକୁ ଭେଟିଥିଲେ ବାଲାଂଦେଶ ଓ ଇଣ୍ଡିଆ । ଇଣ୍ଡିଆ ବାଲାଂଦେଶକୁ ୨୮ରନରେ ପରାଜିତ କରି ସେମିଫାଇନାଲରେ ପ୍ରବେଶ କରିଛି । ଟସ ଜିତି ପ୍ରଥମେ ଭାରତ ବ୍ୟାଟିଂ କରିଥିଲା । ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୩୧୪ ରନ୍ କରିଥିଲା । ଜବାବରେ ବାଂଲାଦେଶ ୪୮ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୬ ରନ୍ କରିବାକୁ ସକ୍ଷମ ହୋଇଛି ।

0/Post a Comment/Comments