ଗଞ୍ଜାମ:(Star Odisha)ଦିଗପହଣ୍ଡି କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟଳୟ ଅଫିସ ଟାଇମ ରେ ମଧ୍ୟ ତାଲା। ସେଠି ବାଇକ ଜଗଛି ଅଫିସ ।ଜଣେ ମହିଳା ପିଅନ କୁ ଛାଡିଦେଲେ ଅଉ ସମସ୍ତ କର୍ମଚାରୀ ଙ୍କ ଚୌକି ପଡିଛି ଫାଙ୍କା ।ସାମ୍ବାଦିକ ମାନେ ଫୋଟୋ ଉଠାଇ news ନ କରିବା ପୂର୍ବରୁ ଫୋନ ରେ ମିଳୁଛି ଧମକ।ଦେଖନ୍ତୁ ଏହି ଭିଡ଼ିଓ ଓ ଶୁଣନ୍ତୁ ଏହି କଲ ରେକର୍ଡ କଣ କହୁଛନ୍ତି ଦିଗପହଣ୍ଡି MI ସହକାରୀ ଯନ୍ତ୍ରୀ ସନାତନ ସ୍ୱାଇଁ।କିଭଳି ଭାଷାରେ ପ୍ରମେୟ NEWS7 ର ସାମ୍ବାଦିକ ସତ୍ୟ ନାରାୟଣ ପାଢ଼ୀ ଙ୍କୁ କହୁଛନ୍ତି ଏ କଣ ମାଡ଼ ଖାଇବା ବୁଦ୍ଧି,ଫୋଟୋ ଭିଡ଼ିଓ ଉଠାଇ ବାକୁ କିଏ ବୋଲି କହିଛନ୍ତି।ଏହି ଘଟଣା କୁ ଓଡ଼ିଶା ସାମ୍ବାଦିକ ସଙ୍ଘ ଗଞ୍ଜାମ ଜିଲ୍ଲା ସଭାପତି ରବୀନ୍ଦ୍ର ନାଥ ପଟନାୟକ ନିନ୍ଦା କରିବା ସହ ଆଗାମୀ ଦିନରେ ସାମ୍ବାଦିକ ଙ୍କ ଯଦି କୌଣସି ଅସୁବିଧା ହୁଏ ତାହେଲେ ଯନ୍ତ୍ରୀ ଦାୟୀ ରହିବେ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଦେଖନ୍ତୁ ଏହି ଭିଡ଼ିଓ 👇

Post a Comment