ସତ୍ୟସାଇ ସେବା ସଙ୍ଗଠନ ତରଫରୁ ପାଣି ଷ୍ଟାଣ୍ଡ ପ୍ରତିଷ୍ଠା
କୋଦଳା: ବର୍ତ୍ତମାନ ଖରା ଦିନକୁ ଦୃଷ୍ଟିରେ ରଖି ବେଗୁନିଆପଡା ବ୍ଲକ ସ୍ଥିତ ଚିଙ୍ଗୁଡ଼ିଖୋଲ ଠାରେ ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ଏକ ପାଣି ଷ୍ଟାଣ୍ଡ ପ୍ରତିଷ୍ଠା କରାଯାଇଛି। ସଙ୍ଗଠନର ମୁଖ୍ୟ ବସନ୍ତ କୁମାର ମଲ୍ଲିକ ସାମାଜିକ ଦୂରତ୍ୱକୁ ବଜାୟ ରଖି ଏହି କାର୍ଯ୍ୟକ୍ରମ କରିଛନ୍ତି।ସଙ୍ଗଠନର ଏପରି କାର୍ଯ୍ୟ ଦେଖି ବୁଦ୍ଧିଜୀବୀ ମହଲରେ ପ୍ରଶଂସା ସୁଅ ଛୁଟୁଛି । କେଭିଡ଼ି-୧୯ ଚାଲିଥିବା ବେଳେ ବସନ୍ତ ମଲ୍ଲିକ ଓ ତାଙ୍କର ଟିମ୍ କୁ ସମସ୍ତେ ପ୍ରଶଂସା କରିଛନ୍ତି।

Post a Comment