ଖଲ୍ଲିକୋଟ ରାଣୀ ମା'ଙ୍କ ଜନ୍ମଦିନ ଉପଲକ୍ଷେ ଜଳାଭିଷେକ


କୋଦଳା :-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରିଖମା ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ମା'ଙ୍କ ୮୩ତମ ଜନ୍ମଦିନ ୧୦୮ ଉପଲକ୍ଷେ ତାଙ୍କର ଦୀର୍ଘାୟୁ କାମନା କରି ଠାକୁରଙ୍କ ପୀଠରେ ୧୦୮ କଳସ ଜଳାଭିଷେକ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ପବିତ୍ର କୁମାର ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

0/Post a Comment/Comments