୨ ଲୋକସଭା ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ



୨ ଲୋକସଭା ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା

ସୁରେଶ ମହାପାତ୍ର ହେଲେ କଟକ ଲୋକସଭା ପ୍ରାର୍ଥୀ

ବଦଳିଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ

ନଗେନ୍ଦ୍ର ପ୍ରଧାନ ହେଲେ ସମ୍ବଲପୁର ଲୋକସଭା ପ୍ରାର୍ଥୀ

ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରାର୍ଥୀ

ସୋଫିଆ ଫିର୍ଦ୍ଦୋସ ବାରବାଟୀ-କଟକ ପ୍ରାର୍ଥୀ

ବାରିପଦା- ପ୍ରମୋଦ କୁମାର ହେମ୍ବ୍ରମ 

ଜଳେଶ୍ବର- ଦେବୀ ପ୍ରସନ୍ନ ଚାନ୍ଦ 

ବାଲେଶ୍ବର- ମୋନାଲିସା ଲେଙ୍କା 

ଜଗତସିଂହପୁର- ପ୍ରତିମା ମଲ୍ଲିକ

ପାଲଲହଡ଼ା- ଫକୀର ସାମଲ 

ବଡ଼ଚଣା- ଅଜୟ ସାମଲ ପ୍ରାର୍ଥୀ

ଖଣ୍ଡପଡ଼ା- ବୈଜୟନ୍ତୀମାଳା ମହାନ୍ତି

0/Post a Comment/Comments