Homeଓଡିଶା ବିଜେପିରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତରାୟ byStar Odisha Live -April 30, 2024 0 -ଖୋର୍ଦ୍ଧାରୁ BJPର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ଇସ୍ତଫା-ଟିକେଟ୍ କଟିବା ପରେ ବିଜେପି ଛାଡ଼ିଲେ କାଳୁ-ଖୋର୍ଦ୍ଧାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି କହିଲେ-କାଳୁଙ୍କ ସହ ଇସ୍ତଫା ଦେଲେ ଶତାଧିକ ସମର୍ଥକ-ସାମ୍ବାଦିକ ସମ୍ମିଳନୀ କରି କାଳୁ ଖଣ୍ଡାୟତରାୟଙ୍କ ସୂଚନା Starodisha Media
Post a Comment