ଗଞ୍ଜାମ(Star Odisha):ଗଞ୍ଜାମର 3 ଜଣ ପ୍ରିଜାଇଡିଙ୍ଗ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଛତ୍ରପୁର 27 ଓ 163 ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କୁ ସସପେଣ୍ଡ ଓ ଗିରଫ କରିବାକୁ ନିର୍ଦ୍ଦେଶ । ସେହିପରି ଗୋପାଳପୁର 193 ବୁଥର ପ୍ରିଜାଇଡିଙ୍ଗ ଅଫିସରଙ୍କୁ ସସପେଣ୍ଡ ନିର୍ଦ୍ଦେଶ ।କାର୍ଯ୍ୟରେ ଅବହେଳା ନେଇ ୱେବ କାଷ୍ଟିଂରୁ ମିଳିଥିବା ଭିଜୁଆଲ ଅନୁସାରେ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ 2 ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦେଇଥିଲେ ସିଇଓ । ଦିନ 3 ଟା ସୁଦ୍ଧା 53% ମତଦାନ।କଳାହାଣ୍ଡି ରେ 58%,ନବରଙ୍ଗପୁର ରେ 55.69%,ବ୍ରହ୍ମହପୁର ରେ 44.65% ମତଦାନ | 60% ରୁ ଅଧିକ ମତଦାନ ନର୍ଲା ଓ ଝରିଙ୍ଗା ରେ | 37.23% ସହ ବ୍ରହ୍ମପୁର ରେ କମ ମତଦାନ।

Post a Comment