କୋଦଳା ଥାନା ଭିତରେ ପଶି ହତ୍ୟା ଅଭିଯୁକ୍ତକୁ ଟାଣି ନେଉଥିଲେ ଦୁର୍ବୃତ୍ତ। ୩୫ ଜଣଙ୍କ ନାଁରେ ମାମଲା। ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ପଶି ଜଣେ ହତ୍ୟା ଅଭିଯୁକ୍ତକୁ ଟାଣି ନେଇଯାଉଥିଲେ ଦୁର୍ବୃତ୍ତ। ଥାନା ଭିତରେ ପଶି ପୋଲିସ ଉପସ୍ଥିତିରେ ହତ୍ୟା ଅଭିଯୁକ୍ତକୁ ଟାଣି ଆଣିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଯାହାକି ସିସିଟିଭିରେ ରେକର୍ଡ ହୋଇଛି ଦୃଶ୍ୟ

Post a Comment