ପ୍ରକାଶ ପାଇଲା OJEE ରେଜଲ୍ଟ


ପ୍ରକାଶ ପାଇଲା ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ରେଜଲ୍ଟ

-ବି.ଫାର୍ମାରେ ସାଗରିକା ଦାଶ ଟପ୍ପର

-ଏଲ୍ଇ. ଟେକ୍ (ଡିପ୍ଲୋମା)ରେ ବିଲଟୁ ମଣ୍ଡଳ ଟପ୍ପର

*ଏମ୍‌ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମ୍‌. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର

-MCA/M.SC କମ୍ପୁଟର ସାଇନ୍ସରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର

-MCA/M.SC (କମ୍ପୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା ଟପ୍ପର!.

0/Post a Comment/Comments