ବର୍ଡର-୨’ର ଧମାକାଦାର ପୋଷ୍ଟର ରିଲିଜ୍


 ମୁମ୍ବାଇ: ୨୦୨୬ ମସିହାର ସବୁଠାରୁ ବଡ଼ ତଥା ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର "ବର୍ଡର-୨" (Border 2) କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ନିକଟରେ ଫିଲ୍ମର ନିର୍ମାତାମାନେ ଏକ ଦମଦାର ମୋସନ୍ ପୋଷ୍ଟର ଜାରି କରିବା ସହ ଫିଲ୍ମର ଟିଜର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମରେ ବଲିଉଡର ଦିଗ୍ଗଜ ଅଭିନେତା ସନ୍ନି ଦେଓଲଙ୍କ ସମେତ ବରୁଣ ଧୱନ, ଦିଲଜିତ ଦୋସାଞ୍ଝ ଏବଂ ଅହାନ ଶେଟ୍ଟୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

କେବେ ଆସିବ ଟିଜର?

ଦେଶଭକ୍ତିର ନିଆରା ପରିଚୟ ବହନ କରୁଥିବା ଏହି ଫିଲ୍ମର ଟିଜର ଆସନ୍ତା ଡିସେମ୍ବର ୧୬ ତାରିଖ (ବିଜୟ ଦିବସ) ଅବସରରେ ଦିନ ୧ଟା ୩୦ ମିନିଟରେ ମୁକ୍ତିଲାଭ କରିବ। ୧୯୭୧ ଯୁଦ୍ଧରେ ଭାରତର ଐତିହାସିକ ବିଜୟ ଏବଂ ଯବାନଙ୍କ ବଳିଦାନକୁ ସମ୍ମାନ ଜଣାଇ ନିର୍ମାତାମାନେ ଏହି ବିଶେଷ ଦିନଟିକୁ ବାଛିଛନ୍ତି

0/Post a Comment/Comments