ଭୁବନେଶ୍ବର: ରାଜ୍ୟରେ ଚାଲିଛି ବିଧାନସଭା ଶୀତ ଅଧିବେଶନ। ଏହାରି ମଧ୍ଯରେ ଗୃହରେ ଏକ ବଡ଼ ଖୁଲାସା ହୋଇଛି। ସରକାରୀ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବଡ଼ ତଥ୍ୟ ଖୁଲାସା କରିଛନ୍ତି। ରାଜ୍ୟର ୩୨ଟି ନିଗମରେ ମୋଟ ୧୦,୨୬୪ଟି ପଦବୀ ଖାଲି ପଡ଼ିଛି ବୋଲି ସେ କହିଛନ୍ତି। ମନ୍ତ୍ରୀ ମହାପାତ୍ର ଗୃହକୁ ଅବଗତ କରାଇଛନ୍ତି ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଗମ କର୍ମଚାରୀ ଅଭାବରେ ସଂଘର୍ଷ କରୁଛନ୍ତି। ସେ ଖାଲିଥିବା ପଦବୀର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି

Post a Comment